ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ୫ମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର : ସାମ୍ବାଦିକ ସଚେତନ ରହିଲେ ସମ୍ବାଦ ପରିବେଷଣରେ ଆଦୌ ତ୍ରୁଟି ରହିବ ନାହିଁ। ତ୍ରୁଟିପୂର୍ଣ୍ଣ ସମ୍ବାଦ ସମାଜକୁ କ୍ଷତବୀକ୍ଷତ କରୁଥିବା ବେଳେ ,ଏଥିରୁ ବିରତରହିବା ପାଇଁ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ସଂଗଠନ ନେତା ଆଇନଜ୍ଞ ପୀତବାସ ପଣ୍ଡା ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ୫ମ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଛନ୍ତି।ରାଜ୍ୟ … Continue reading ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ୫ମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ